Breaking News

ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ନିଃସର୍ତ୍ତ ଖଲାସ ଦାବୀ

13 AISF DEMONSTATION AGAINST JNU PRESIDENT ARREST (1)

ଭୁବନେଶ୍ୱର, ତା ୧୩/୨/୨୦୧୬ (ତାପସ ମହାପାତ୍ରଙ୍କ ରିପୋର୍ଟ)- ଜେଏନ୍ୟୁ ଛାତ୍ର ସଂସଦର ସଭାପତି ସାଥୀ କହ୍ନେୟା କୁମାରଙ୍କ ଗିରଫଦାରୀକୁ ବେଆଇନ୍ ଓ ଅଗଣତାନ୍ତ୍ରିକ ବୋଲି ଦାବି କରି ଯୁବ ଛାତ୍ର ମାନଙ୍କର ଏକ ବିକ୍ଷୋଭ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛ । ଏହି ଅବସରରେ ଓଡ଼ିଶାର ବିଭିନ୍ନ ବାମପନ୍ଥୀ ଯୁବ-ଛାତ୍ର ସଙ୍ଗଠନର ଶତାଧିକ କର୍ମୀ ଭୁବନେଶ୍ୱର ରେଳଷ୍ଟେସନ ଠାରୁ ଏକ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ପହଞ୍ଚôବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭକାରୀ ମାନେ ସଂଘ ପରିବାର ରାଷ୍ଟ୍ରକୁ ... Read More »

CRPF Rayagada’s 4th Battalion distributed gifts.

CRPF Rayagada’s 4th Battalion recently distributed several items like radio sets, A COORDINATED EFFORT AT GROUND LEVEL (1)

Rayagada, 13 February 2016: CRPF Rayagada’s 4th Battalion recently distributed several items like radio sets, blankets, mosquito nets, polythene sheets in Naxal affected villages like Sana Raising, Ranaguda, Seiskhal villages in Jemadeipentha Gram Panchayat under Seiskhal police limit. Several sets of badminton bats with nets & corks, While the police at the higher echelons of the states like Odisha, Chhattisgarh, ... Read More »

AIDS patient failed to get justice killer disease HIV / AIDs from police

AIDS patient failed to get justice killer disease HIV  from police (2)

Bhubaneswar;13/02/2016:( By our Reporter Mano Mani Singh )- An HIV affected widow, who has been leading a dignified life after getting the help and co-operation from her villagers, is now fighting a lone battle with her in-laws to get a land for constructing an IAY house . As a result, she has been spending sleepless night .Trilochan Behera, on last ... Read More »

କିନ୍ନରମାନଙ୍କ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ

Blood donetion of Kinnar (1)

ଭୁବନେଶ୍ୱର, ତା ୧୨/୦୨/୨୦୧୬ :(ରିପୋର୍ଟ :ମନୋମାନୀ ସିଂ)ଆଜି ପଲାସପଲ୍ଲୀ ଠାରେ ଟିଜି ରିପ୍ରେଜେିଭ କମିଟିର ରାଜ୍ୟ ସଭ୍ୟା ତଥା କିନ୍ନରମାନଙ୍କ ଉତ୍ଥାନ, ଅଧିକାର ଓ ସେମାନଙ୍କର ସାମାଜିକ ସୁରକ୍ଷା ପାଇଁ ଦୀର୍ଘ ବର୍ଷ ହେଲା ଲଢେଇ କରି ଆସୁଥିବା ଗୁରୁମା ମୀରା ପରିଡ଼ାଙ୍କ ଜନ୍ମଦିନ ଅବସରରେ ରେଡକ୍ରସର ରକ୍ତଦାନ ବସ ଦ୍ୱାରା ୫୦ ଜଣ କିନ୍ନର ଓ ବ୍ୟକ୍ତିମାନେ ସେମାନଙ୍କର ରକ୍ତ ଦାନ କରିବା ସହିତ ପଥ·ରୀମାନଙ୍କୁ ସଚେତନ କରାଇଥିଲେ ।ଏହା ବ୍ୟତୀତ କାନନ ବିହାର ଫେଜ୍-୧ରେ ଥିବା ବଧିର ସ୍କୁଲ୍କୁ ଯାଇ ସେଠାରେ ... Read More »

Exchange of MoUs in the presence of Prime Minister, on the sidelines of the inauguration of Make in India Centre

The Prime Minister, Shri Narendra Modi at the inauguration of the Make in India Centre, in Mumbai on February 13, 2016.

1) MoU between Twin Star (Sterelite is Holding Company) and Maharashtra Industrial Development Corporation which is investing into LCD FAB with techno partner AUTRON from Taiwan. This will be first of its kind of project in India. The proposed investment will be Rs. 20000 Crores.2) MoU between M/s Hindustan Coca Cola Beverages Private Ltd. ,Jain Irrigation Pvt Ltd and Dept. ... Read More »

Indian Navy Sailing Vessel Mhadei Sailing with an All-Women Crew Enters Chennai

i201621304

The Navy’s famous sailing vessel Mhadei, skippered and crewed by an all-women crew of naval officers for the very first time, entered Chennai Port today, after participating in the International Fleet Review 2016. The sail boat had left Visakhapatnam on 09 Feb and is scheduled to make stops at Chennai and Kochi ports enroute before reaching her home port at ... Read More »

Shri Radha Mohan Singh addresses the National Convention on Challenges in Indian Agriculture: Future Strategies for Sustainability, in Jabalpur

Jabalpur/13/02/2016:The Union Agriculture & Farmers’ Welfare Minister, Shri Radha Mohan Singh addressed the National Convention on Challenges in Indian agriculture, Future Strategies for Sustainability, in Jabalpur today. The convention is being organised by Vidyarthi Kalyan Nyas at JNKVV, Jabalpur during 13-14 February, 2016.Speaking on the occasion, Shri Radha Mohan Singh said that Indian Agriculture has come a long way since ... Read More »

ଆଇ.ଆର.ସି. ଭିଲେଜ ପାର୍କରେ ଭାରତୀୟ ଯୋଗ ସେବା କେନ୍ଦ୍ର ଉଦ୍ଘାଟନ

Jjòc

ଭୁବନେଶ୍ୱର : ତା.୧୧.୨.୧୬ : ଗତ ୭ ତାରିଖ ରବିବାର ପ୍ରାତଃ କାଳରେ ଭାରତୀୟ ଯୋଗ ସାଧନା କେନ୍ଦ୍ରର ସହାୟତାରେ ଆଇ.ଆର.ସି. ଭିଲେଜସ୍ଥିତ ଏନ୍.-୪ ପାର୍କରେ ଏକ ନିଶୁଳ୍କ ଯୋଗସାଧନାକେନ୍ଦ୍ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇ.ଆର.ସି. ଭିଲେଜ ଓ ଭୁବନେଶ୍ୱରର ଅନ୍ୟ କେନ୍ଦ୍ର ମାନଙ୍କରୁ ପ୍ରାୟ ୧୦୦ଜଣ ସାଧକ ଯୋଗ ଦେଇଥିଲେ । ଏହି କେନ୍ଦ୍ରରେ ଯୋଗ ପ୍ରଶିକ୍ଷଣ ଗତ ଜୁଲାଇ ମାସରୁ ହୋଇ ଆସୁଅଛି ଓ ବର୍ତ୍ତମାନ ତାହା ଭାରତୀୟ ଯୋଗ ସଂସ୍ଥାନ ଦ୍ୱାରା ଅନୁମୋଦିତ ହେଲା ଓ ... Read More »